Limited Offer: Kawasaki Ninja 650 ଉପରେ ₹ 25,000 ରିହାତି।

ଯଦି ଆପଣ ଏକ ଶକ୍ତିଶାଳୀ ଏବଂ ଷ୍ଟାଇଲିସ୍ ସ୍ପୋର୍ଟସ୍ ବାଇକ୍ କିଣିବାର ସ୍ୱପ୍ନ ଦେଖୁଛନ୍ତି, ତେବେ Kawasaki Ninja 650 ଉପରେ ₹25,000 ର ରିହାତି ମିଳୁଛି, ଯୋଉଟା କି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ। ଏହି ଅଫର କେବଳ ମଇ ୨୦୨୫ ପର୍ଯ୍ୟନ୍ତ କିମ୍ବା ଷ୍ଟକ୍ ଥିବା ପର୍ଯ୍ୟନ୍ତ ବୈଧ ଏବଂ ଆପଣ ଭାଉଚର ମାଧ୍ୟମରେ ଏହି ଅଫର ପାଇବେ, ଯୋଉଟା କି ବାଇକ୍ ର ଏକ୍ସ-ସୋରୁମ ପଇସା ରୁ କଟା ଯିବା। ତେବେ ଆସନ୍ତୁ ଏହି ଅଫର ବିଷୟରେ ସମ୍ପୂର୍ଣ ବିବରଣୀ ଜାଣିବା।

କାୱାସାକି ନିଞ୍ଜା 650

Kawasaki Ninja 650

ଯଦି ଆମେ Kawasaki Ninja 650 ବିଷୟରେ କଥା ହେବା, ତେବେ ଏହା ଏକ ମିଡିଲୱେଟ୍ ସ୍ପୋର୍ଟସ୍ ଟୁରିଂ ବାଇକ୍ ଅଟେ। ଯାହା ଏହାର ଶକ୍ତିଶାଳୀ ପ୍ରଦର୍ଶନ ଏବଂ ଆକର୍ଷଣୀୟ ଡିଜାଇନ୍ ପାଇଁ ଜଣାଶୁଣା। ଏହା ଏକ 649cc, Liquid-cooled, 4-stroke Parallel Twin ଇଞ୍ଜିନ୍ ଦ୍ୱାରା ପରିଚାଳିତ ଯାହା 67bhp ଶକ୍ତି ଏବଂ 64nm ଟର୍କ ଉତ୍ପାଦନ କରେ। ଏହି ବାଇକ୍‌ ଟି 6-Speed ଗିଅରବକ୍ସ ସହିତ ଆସିଥାଏ, ଯାହା ଏକ ସୁଗମ ଏବଂ ଶକ୍ତିଶାଳୀ ଚଲାଇବା ଅଭିଜ୍ଞତା ପ୍ରଦାନ କରେ।

SpecificationDetails
Displacement649 cc
No. of Cylinders2
Engine TypeLiquid-cooled, 4-stroke Parallel Twin
Gear Box6-Speed
Max Power68 PS @ 8000 rpm
Max Torque64 Nm @ 6700 rpm
Front BrakeDouble Disc
Rear BrakeDisc
Fuel Capacity15 Litres
Mileage (Overall)21 kmpl
Body TypeSports Bike

Read Also: Yamaha MT-15 କଣ କଲେଜ ପଢ଼ୁଥିବା ପିଲାମାନଙ୍କ ପାଇଁ ଏକ ଭଲ ବାଇକ୍?

ଅଫର ସହିତ ଉନ୍ନତ ଫିଚର୍ସ ଗୁଡ଼ିକ ଉପଲବ୍ଧ ହେବ

ଫିଚର୍ସ ବିଷୟରେ କହିବାକୁ ଗଲେ, Ninja 650 ରେ ଅନେକ ଉନ୍ନତ ଫିଚର୍ସ ରହିଛି। ଯେମିତି କି, ଏକ TFT ମିଟର କନସୋଲ ଅଛି ଯାହା ବାଇକ୍ ବିଷୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଖାଏ। ଯେପରିକି ସ୍ପିଡୋ ମିଟର, ଓଡୋ ମିଟର, ଇନ୍ଧନ ମିଟର ଏବଂ ଗିଅର ସିଫ୍ଟ ଭଳି ସୂଚନା। ଏହା ବ୍ୟତୀତ, ଏଥିରେ ଡୁଆଲ୍-ଚ୍ୟାନେଲ୍ ABS ଏବଂ Bluetooth ସଂଯୋଗ ଭଳି ଉନ୍ନତ ଫିଚର୍ସ ରହିଛି ଯାହା Call , SMS ଏବଂ Navigation ଭଳି ଫିଚର୍ସ ର ଲାଭ ଉଠାଇପାରିବ।

ଆଲୋକୀକରଣ ବିଷୟରେ କହିବାକୁ ଗଲେ, ବାଇକ୍‌ରେ ସମ୍ପୂର୍ଣ୍ଣ LED ଲାଇଟ୍ ବ୍ୟବହାର କରାଯାଇଛି, ଯେଉଁଥିରେ ଆଗ ଭାଗରେ ଡୁଆଲ୍ ପରଫର୍ମାନ୍ସ LED ହେଡଲାଇଟ୍ ଉପଲବ୍ଧ, ଯାହା ସର୍ବଦା ଉତ୍କୃଷ୍ଟ ଆଲୋକ ପ୍ରଦାନ କରିବା ପାଇଁ ଜଣାଶୁଣା। ଏହାର ଟେଲ୍ ସେକ୍ସନରେ ଉଜ୍ଜ୍ୱଳ LED ଲାଇଟ୍ ସହିତ, LED ଇଣ୍ଡିକେଟର ମଧ୍ୟ ଉପଲବ୍ଧ। ଏହା ବ୍ୟତୀତ ଏଥିରେ Hazard Light ମଧ୍ୟ ଉପଲବ୍ଧ।

ଅଫର୍ ବିବରଣୀ (Offer Details)

Kawasaki Ninja 650

Kawasaki ସବୁବେଳେ Ninja 650 ଉପରେ କିଛି ନା କିଛି ଅଫର ଦେଇଥାଏ ଯାହା ଦ୍ୱାରା ଏହାର ଷ୍ଟକ୍ ଖାଲି ହୋଇପାରିବ, ଯେପରି ଏଥର କମ୍ପାନୀ ଏହି ବାଇକ୍ ଉପରେ 25,000 ଟଙ୍କାର ରିହାତି ଘୋଷଣା କରିଛି। ଏହି ଅଫର ଏକ ଭାଉଚର ଆକାରରେ ଦିଆଯିବ, ଯାହାକୁ ବାଇକ୍‌ର ଏକ୍ସ-ଶୋରୁମ୍ ମୂଲ୍ୟରେ ରିଡିମ୍ କରାଯାଇପାରିବ।
ଏହି ରିହାତି ପରେ, Ninja 650 ର ନୂତନ ଏକ୍ସ-ସୋରୁମ୍ ମୂଲ୍ୟ 6.91 ଲକ୍ଷ ଟଙ୍କା ହେବ ଯାହା ପୂର୍ବରୁ 7.16 ଲକ୍ଷ ଟଙ୍କା ଏକ୍ସ-ସୋରୁମ୍ ମୂଲ୍ୟ ଥିଲା। ଏହି ଅଫର ମୁଖ୍ୟତଃ ନୂତନ Ninja 650 ର ଆଗମନକୁ ସୂଚିତ କରୁଛି ।

ଅଫର ଟି କିପରି ପାଇବେ?

ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କାୱାସାକିର ଅଧିକୃତ ଡିଲରସିପ୍ ସହିତ ଯୋଗାଯୋଗ କରିବାକୁ ପଡିବ ଏବଂ ବାଇକ୍ ବୁକ୍ କରିବାକୁ ପଡିବ। ଏହି ଅଫର ସୀମିତ ସମୟ ପାଇଁ, ତେଣୁ ଶୀଘ୍ର ବୁକ୍ କରନ୍ତୁ ଏବଂ ₹25,000 ର ରିହାତି ପାଆନ୍ତୁ।

ଉପସଂହାର (Conclusion)

ଯଦି ଆପଣ ଏହି ମାସରେ ଏକ ମଧ୍ୟମ ଓଜନର ସ୍ପୋର୍ଟସ୍ ଟୁରିଂ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ। କାରଣ କାୱାସାକି ଇଣ୍ଡିଆ ଏହାର Kawasaki Ninja 650 ଉପରେ ₹ 25,000 ର ରିହାତି ଘୋଷଣା କରିଛି। ଏହି ଅଫର କେବଳ ମଇ 2025 ପର୍ଯ୍ୟନ୍ତ କିମ୍ବା ଷ୍ଟକ୍ ଥିବା ପର୍ଯ୍ୟନ୍ତ ବୈଧ ଏବଂ ଆପଣ ଏହି ଅଫର ଭାଉଚର ମାଧ୍ୟମରେ ପାଇବେ।

ଏହି ରିହାତି ପରେ, Ninja 650 ର ନୂତନ ଏକ୍ସ-ସୋରୁମ୍ ମୂଲ୍ୟ 6.91 ଲକ୍ଷ ଟଙ୍କା ହେବ ଯାହା ପୂର୍ବରୁ 7.16 ଲକ୍ଷ ଟଙ୍କା ଏକ୍ସ-ସୋରୁମ୍ ମୂଲ୍ୟ ଥିଲା। ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କାୱାସାକିର ଅଧିକୃତ ଡିଲରସିପ୍ ସହିତ ଯୋଗାଯୋଗ କରିବାକୁ ପଡିବ ଏବଂ ବାଇକ୍ ବୁକ୍ କରିବାକୁ ପଡିବ।

Disclaimer: ଏହି ଆର୍ଟିକିଲ ଟି କାୱାସାକି ନିଞ୍ଜା 650 ରେ ଉପଲବ୍ଧ ସ୍ୱତନ୍ତ୍ର ଅଫର ବିଷୟରେ ଲେଖାଯାଇଛି। ଆପଣ ଯଦି ସଠିକ୍ ବିବରଣୀ ପାଇବା ପାଇଁ ଚାହୁଁ ଛନ୍ତି ତେବେ କାୱାସାକି ର ଅଫିସିଆଲ୍ ୱେବସାଇଟ୍ କିମ୍ବା ଆପଣଙ୍କ ପାଖ କାୱାସାକି ସୋରୁମ କୁ ଯାଇ ଅଫର ବିଷୟରେ ଶବୁ ତଥ୍ୟ ପାଇ ପାରିବେ।

Author

  • Akash Lenka

    ମୁଁ Akash Lenka, ୨୮ ବର୍ଷ ବୟସ, ଭାରତୀୟ ଗଣ ଯୋଗାଯୋଗ ସଂସ୍ଥାନରୁ ଗଣ ଯୋଗାଯୋଗ ଏବଂ ସାମ୍ବାଦିକତାରେ ସ୍ନାତକ। ମୁଁ ବାଇକ୍ ଚଲାଇବାକୁ ଏବଂ ବାଇକ୍ ବିଷୟରେ ଲେଖିବାକୁ ଭଲ ପାଏ। odia.bikejankari.com ରେ, ମୁଁ ନୂତନ ବାଇକ୍ ଲଞ୍ଚ୍, ଆଗାମୀ ବାଇକ୍ ଏବଂ ଇ-ବାଇକ୍ ବିଷୟରେ ଲେଖେ, ମୋର ଆଗ୍ରହ ଏବଂ ବିଶେଷଜ୍ଞତା ସହିତ ପାଠକମାନଙ୍କ ପାଇଁ ନୂତନତମ ସୂଚନା ଆଣେ।

Spread the love

Leave a Comment